ଅକ୍ଷୟ ଶକ୍ତି-ସୌର

ପିଏମ କୁସୁମ-ସି

ପି ଏମ କୁସୁମ-ସି

ପିଏମ୍-କୁସୁମ ସି ହେଉଛି ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଏକ ଯୋଜନା ଯାହା ଦ୍ୱାରା ସରକାର ବିଦ୍ୟମାନ ଗ୍ରୀଡ୍ ସଂଯୁକ୍ତ କୃଷି ପମ୍ପ ଗୁଡିକୁ ସୌରିକରଣ କରିବା କୁ ଲକ୍ଷ୍ୟ ରଖିଛନ୍ତି | ଏଥିପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୩୦% ସବସିଡି ପ୍ରଦାନ କରୁଛନ୍ତି ।

ପିଏମ୍ କୁସୁମ-ସି ର ଆବଶ୍ୟକୀୟ ପ୍ରଣାଳି

ଓ.ଇ.ଆର.ସି ଆଦେଶ ଓ ଓଡିଶା ସରକାର ଙ୍କ ନିୟମାବଳୀ

ଏମ.ଏନ.ଆର୍.ଇ ନିୟମାବଳୀ