ଉପଭୋକ୍ତା କେନ୍ଦ୍ର

ଅଭିଯୋଗ

ପ୍ରତ୍ୟେକ ଗ୍ରାହକ ଆମପାଇଁ ଗୁରୁତ୍ବପୂର୍ଣ୍ଣ ଏବଂ ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଆପଣଙ୍କର ପ୍ରତ୍ୟେକ ମତାମତକୁ ସ୍ୱାଗତ କରିଥାଏ। ନିମ୍ନ ପ୍ରଦତ୍ତ ଫୋନ୍ ନଂ ଏବଂ ଇମେଲ ଜରିଆରେ ଆମ ସହିତ ଜଡିତ ରୁହନ୍ତୁ ଏବଂ ଆମେମାନେ ଚେଷ୍ଟା କରିବୁ ସର୍ବନିମ୍ନ ସମୟ ମଧ୍ଯରେ ଆପଣଙ୍କ ଅଭିଯୋଗ ତଦାରଖ କରି ବିହୀତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ।

ଟୋଲ୍ ଫ୍ରି ନଂ-

୧୯୧୨ / ୧୮୦୦ ୨୦୨୬ /

or

ଇମେଲ କରନ୍ତୁ - customercare@tpsouthernodisha.com