କର୍ପୋରେଟ

ନିୟମଧାରା

ନିୟମଧାରା

ଟିପିଏସ୍ଓଡିଏଲ୍ ର ସଫଳତା ପଛରେ ଏକ ନିୟମଧାରା ଅନୁଚାଳିତ କାର୍ଯ୍ୟ ପ୍ରଣାଳୀର ଶକ୍ତ ପିଲାର୍ ବିଦ୍ୟମାନ। ଆମେମାନେ କ୍ରମାଗତଭାବରେ ନିୟମଧାରା ଅନୁଚାଳିତ କାର୍ଯ୍ୟ ପ୍ରଣାଳୀକୁ ଦ୍ରୁଢୀଭୂତ କରିବା ନିମନ୍ତେ ନିରନ୍ତର କାର୍ଯ୍ୟ କରୁଅଛୁ ଏବଂ ଟିପିଏସ୍ଓଡିଏଲ୍ ପାଇଁ ନିଜକୁ ଗର୍ବିତ ଅନୁଭବ କରୁଅଛୁ।ସମସ୍ତ ଷ୍ଟେକହୋଲ୍ଡରମାନଙ୍କ ଅଧିକାରକୁ ଆମେ ସମ୍ମାନ ଜଣାଉଛୁ ଏବଂ ସମାଜୋପଯୋଗୀ ମୂଲ୍ୟାୟନ ଉତ୍ପନ୍ନ ନିମନ୍ତେ ତତ୍ପର ରହିଅଛୁ। ଆମେମାନେ ଆମର ବ୍ୟବସାୟକୁ ନିୟମଧାରା ଅନୁଚାଳିତ ଏବଂ ନ୍ୟାୟସଂଗତ କରିବା ନିମନ୍ତେ ସଦା ତତ୍ପର ରହିବୁ।

କୋର୍ ମୂଲ୍ଯ ଭିତ୍ତିମୂଳ

  • ଏସ୍ - ଷ୍ଟ୍ରେନ୍ଥେନ୍- ନିରାପତ୍ତା ଭିତ୍ତିମୂଳ ଯୋଗେ ‘ଜିରୋ ହାର୍ମ୍’ ହାସଲ କରିବା।
  • ଏମ୍ - ମୋଟିଭେଟ୍- ଏକ ସକ୍ଷମ କାର୍ଯ୍ୟ ଧାରା ପ୍ରସ୍ତୁତ କରିବା ନିମନ୍ତେ ଉସ୍ଚାହିତ କରିବା ଏବଂ ଶାଣିତ କରିବା।
  • ଆଇ - ଇଂପ୍ଲିମେଣ୍ଟ୍- ଏକ ପ୍ରଯୁକ୍ତିବିଦ୍ୟା ସଂଚଳିତ ଅନୁଷ୍ଠାନ ପ୍ରତିଷ୍ଠା ଅଭିମଖେ ନୂତନଧାରା ଆପଣେଇବା ଏବଂ ନିବେଶ କରିବା।
  • ଏଲ୍ - ଲିବରେଜ୍- ବ୍ୟବସାୟିକ ରୂପାନ୍ତରଣ ପାଇଁ ପାୱାର ଡିଷ୍ଟ୍ରିବୁସନ୍ କ୍ଷେତ୍ରରେ ବିଶେଷତାଯୁକ୍ତ ଲିବରେଜ୍
  • ଇ - ଏନହାନ୍ସ- ଉପଭୋକ୍ତା ଅନୁଭୂତିକୁ ଭରସାଯୋଗ୍ୟ ସେବାଯୋଗାଣ ଏବଂ ଗୁଣବତ୍ତା ସେବା ଯୋଗେ ଅଭିବୃଦ୍ଧି ଆଣିବା

ସାମାଜିକ ମଂଗଳ ତଥା ସମତାଳରେ କର୍ପୋରେଟ ଅଭିବୃଦ୍ଧିର ଦ୍ରୁଷ୍ଟିକୋଣ ଦ୍ୱାରା ପରିଚାଳିତ ଟାଟା ଗ୍ରୁପ୍। ଔପଚାରିକତା ଭାବରେ ଟାଟା ଗ୍ରୁପ୍ ର ମେମ୍ବର ହୋଇଥିବା ଯୋଗୁଁ, ଟିପିଏସ୍ଓଡିଏଲ୍,ଟାଟା କୋଡ୍ ଅଫ୍ କଣ୍ଡକ୍ଟ(ଟିସିଓସି) ର ରାଜିନାମାକୁ ଗ୍ରହଣ କରିଥାଏ ଏବଂ ତତଜନିତ ସମସ୍ତ କାର୍ଯ୍ୟ ସଂପାଦନ କରିଥାଏ।

ଗୋଟିଏ ଗ୍ରୁପ୍ ହିସାବରେ ବିଜନେସ୍ ଏଥିକ୍ସ୍ ରେ ଦ୍ରୁଢ ପରିକର, ତଥା କୋର୍ ଭାଲ୍ୟୁ ପରିଚାଳିତ କାର୍ଯ୍ୟ ଧାରା ପାଳନକରି ବାସ୍ତବରେ ଜୀବନଧାରାରେ ଅଭିବୃଦ୍ଧି ଆଣିବା ସହିତ ବ୍ୟବସାୟକୁ ସୁନିୟନ୍ତ୍ରିତ ଏବଂ ସୁଚାଳିତ କରିଥାଏ।

  • ବିଜୁଳି ଲାଇନ୍ ଯୋଗାଣ ପାଇଁ,ଲାନ୍ଚ-ସଂପ୍ରୁକ୍ତ ଅଭିଯୋଗ ଦାଖଲ କରିବାପାଇଁ ଯୋଗାଯୋଗ କରନ୍ତୁ ୱାଟ୍ସଆପ ନମ୍ବର-୯୭୭୭୯୭୭୬୨୦ ବା ରେଜିଷ୍ଟର କଂପ୍ଲେନ କରନ୍ତୁ vigilance@tpsouthernodisha.com
  • ବିଜୁଳି ଚୋରି ସମ୍ବନ୍ଧୀୟ ଅଭିଯୋଗ ପାଇଁ ଯୋଗାଯୋଗ କରନ୍ତୁ ୯୭୭୭୦୯୭୪୪୯ ଇମେଲ୍- enforcement@tpsouthernodisha.com