କର୍ପୋରେଟ

ଭିଜନ, ଲକ୍ଷ୍ୟ ଏବଂ ମୂଲ୍ୟବୋଧ

ଦୃଷ୍ଟିକୋଣ

ନିରାପଦ, ବିଶ୍ୱସନୀୟ, ସ୍ଥାୟୀ, ସୁଲଭ ଏବଂ ଗ୍ରାହକ-କୈନ୍ଦ୍ରିକ ଶକ୍ତି ସମାଧାନ ମାଧ୍ୟମରେ ଜୀବନକୁ ସମୃଦ୍ଧ କରିବା

ଲକ୍ଷ୍ଯ

  • ଆମର ପ୍ରତ୍ୟେକଟି କାର୍ଯ୍ୟର ମୂଳରେ ଗ୍ରାହକମାନଙ୍କୁ ରଖିବା
  • ଅତ୍ୟାଧୁନିକ ପ୍ରଯୁକ୍ତି ଓ ଅଭିନବ ପଦକ୍ଷେପ ମାଧ୍ୟମରେ ପରିଚାଳନାରେ ଉତ୍କର୍ଷତା
  • ଉତ୍ସାହ ଓ ଉଦ୍ଦେଶ୍ୟର ସହକାରେ ଏକ ସଶକ୍ତ, ଦୃତ ପ୍ରକ୍ରିୟାଯୁକ୍ତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କର୍ମଶକ୍ତି ସୃଷ୍ଟି କରିବା
  • ସ୍ଥାୟୀବିକାଶକୁ ପ୍ରାଧାନ୍ୟ ଦେବା, ଏଥିପାଇଁ ସମୁଦାୟ ସହିତ ଯୋଗାଯୋଗରେ ରହିବା
  • ସମସ୍ତ ହିତାଧିକାରୀଙ୍କ ପାଇଁ ଯତ୍ନର ସହିତ ନେତୃତ୍ୱ ନେବା

ମୂଲ୍ୟବୋଧ :

ଆମେ ଆମର ମୂଲ୍ୟବୋଧକୁ ଟାଟା ଗ୍ରୁପର ମୂଲ୍ୟବୋଧରୁ ଗ୍ରହଣ କରୁଛୁ । ଏହି ମୂଲ୍ୟବୋଧ ଆମେ ଯାହା କରୁଛୁ - ଆମର ଆଚରଣ, କାର୍ଯ୍ୟ ପଦ୍ଧତି ଏବଂ ଆମର କର୍ପୋରେଟ ପରିଚୟ ପ୍ରକାଶ କରିବାରେ ମୂଳଭିତ୍ତି ପ୍ରଦାନ କରେ।

ସ୍କେଲ – ନିରାପତ୍ତା, ଯତ୍ନ, ଦୃତପ୍ରକ୍ରିୟା, ଶିକ୍ଷା, ନୈତିକତା

  • S- ସୁରକ୍ଷାରୁ ଉର୍ଦ୍ଧ୍ୱରେ କୌଣସି ବ୍ୟାବସାୟିକ ଲକ୍ଷ୍ୟ ନାହିଁ
  • C- ଆମର ଅଂଶୀଦାର, ପରିବେଶ, ଗ୍ରାହକ ଓ ସେୟାର ହୋଲ୍ଡର ( ଉଭୟ ବର୍ତ୍ତମାନର ଓ ଆଗକୁ ହେବାକୁ ଥିବା ), ଆମ ଗୋଷ୍ଠୀ ଓ ଆମ ଲୋକଙ୍କ ଯତ୍ନ ନେବା
  • A- କର୍ମଚାରୀଙ୍କୁ ସଶକ୍ତ କରିବା ଓ ସହଯୋଗିତା ମାଧ୍ୟମରେ ତତ୍ପରତା, ପ୍ରତିକ୍ରିୟାଶୀଳତା ଓ ସକ୍ରିୟତା ଦେଖାଇବା
  • L- ଶିକ୍ଷା ଓ ତାଲିମ ଦ୍ଵାରା ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ଭଳି ଦକ୍ଷତା ବିକାଶ କରିବା ଓ ଶିଖିବା ଏବଂ ଇ- ଶିକ୍ଷଣ ପ୍ଲାଟଫର୍ମଗୁଡ଼ିକର ସର୍ବୋତ୍ତମ ବ୍ୟବହାର
  • E- ନୈତିକତା, ଅଖଣ୍ଡତା ଓ ପାରସ୍ପରିକ ବିଶ୍ବାସ ମାଧ୍ୟମରେ ନୈତିକତାର ସବୁଠାରୁ ପ୍ରଶଂସନୀୟ ମାନକ ହାସଲ କରିବା