ଭେଣ୍ଡର ଜୋନ୍

ବିଲ୍ ଇନୱାର୍ଡ ରିସେପ୍ସନ୍ ଡେସ୍କ୍

ବାର୍ଡ ଆବେଦନ

ଭେଣ୍ଡରମାନଙ୍କର ଅଭିଜ୍ଞତା ବ୍ରୁଦ୍ଧି ନିମନ୍ତେ ଟିପିଏସ୍ଓଡିଏଲ୍, ବିଲ୍ ଇନୱାର୍ଡ ରିସେପ୍ସନ୍ ଡେସ୍କ୍ (ବାର୍ଡ) ନିୟୋଜିତ କରିଛନ୍ତି। ବାର୍ଡ ଆପ୍ଲିକେସନ ର ଫିଚର ଗୁଡିକ ନିମ୍ନରେ ବର୍ଣ୍ଣନା କରାଯାଇଛି।

  • ବାର୍ଡ ସେଣ୍ଟର ନିରୂପିତ ପ୍ରୋସେସ୍ ଏବଂ ଟ୍ରାକିଂ ଜରିଆରେ ଟିପିଏସ୍ଓଡିଏଲ୍ ଭେଣ୍ଡରମାନଙ୍କର ଆବେଦନକୁ ତଦାରଖ କରିଥାଏ।
  • ଭେଣ୍ଡରମାନେ ତାଙ୍କର ଆବେଦନକୁ ଟିପିଏସ୍ଓଡିଏଲ୍ ର ୭ଟି ବାର୍ଡ ଡେସ୍କରେ ଦାଖଲ କରିପାରିବେ।
  • ନିର୍ଦ୍ଦିଷ୍ଟ ମେଲ୍ ଜରିଆରେ ମଧ୍ଯ ଭେଣ୍ଡରମାନେ ନିଜର ଆବେଦନକୁ ବାର୍ଡ ଡେସ୍କରେ ଦାଖଲ କରିପାରିବେ

ବାର୍ଡ ଡେସ୍କ ତାଲିକା

କର୍ପୋରେଟ ଅଫିସ-ବାର୍ଡ ଡେସ୍କ
କର୍ପୋରେଟ ଅଫିସ୍-ଟିପି ସୌଦନ ଓଡିଶା ଡିଷ୍ଟ୍ରିବୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍)
କୋର୍ଟ ପେଟା, ବ୍ରହ୍ମପୁର
ପିନ୍-୭୬୦୦୦୪
ଜିଲ୍ଲା-ଗଂଜାମ, ଓଡିଶା
ମେଲ୍ ଆଇଡି-birddesk.corporate@tpsouthernodisha.com
ସିଟି ସାର୍କଲ୍-ବାର୍ଡ ଡେସ୍କ
ଅଫିସ୍- ସୁପରିଟେଣ୍ଡିଂ ଇଂଜିନିୟର ସିଟି ସାର୍କଲ
ଅଫିସ୍- ସୁପରିଟେଣ୍ଡିଂ ଇଂଜିନିୟର ସିଟି ସାର୍କଲ ଟିପି ସୌଦନ୍ ଓଡିଶା ଡିଷ୍ଟ୍ରିବୁସନ୍ ଲିମିଟେଡ ବିଦ୍ୟୁତପୁରୀ କଲୋନି, ବ୍ରହ୍ମପୁର
ପିନ୍-୭୬୦୦୧୦
ଜିଲ୍ଲା-ଗଂଜାମ
ମେଲ୍ ଆଇଡି- Birddesk.City@tpsouthernodisha.com
ବ୍ରହ୍ମପୁର ସାର୍କଲ-ବାର୍ଡ ଡେସ୍କ
ଅଫିସ୍- ସୁପରିଟେଣ୍ଡିଂ ଇଂଜିନିୟର, ବ୍ରହ୍ମପୁର ସାର୍କଲ
ଟିପି ସୌଦନ୍ ଓଡିଶା ଡିଷ୍ଟ୍ରିବୁସନ୍ ଲିମିଟେଡ ବିଦ୍ୟୁତପୁରୀ କଲୋନି, ବ୍ରହ୍ମପୁର
ପିନ୍-୭୬୦୦୧୦
ମେଲ୍ ଆଇଡି- birddesk.berhampur@tpsouthernodisha.com
ଆସ୍କା ସାର୍କଲ- ବାର୍ଡ ଡେସ୍କ
ଅଫିସ- ଇଲେକ୍ଟ୍ରିକାଲ ଇଂଜିନିୟର, ଏଇଡି-୧, ଆସ୍କା
ଟାଲୁକା ରୋଡ୍
ପିନ୍-୭୬୧୧୧୦
ଜିଲ୍ଲା-ଗଂଜାମ
ମେଲ୍ ଆଇଡି-birddesk.aska@tpsouthernodisha.com
ଭଂଜନଗର ସାର୍କେଲ- ବାର୍ଡ ଡେସ୍କ
ଅଫିସ- କନିଷ୍ଠ ଯନ୍ତ୍ରୀ, ଇଲେକ୍ଟ୍ରିକାଲ ସେକ୍ସନ(ଷ୍ଟୋର୍), ଭଂଜନଗର
ପୋଷ୍ଚ ଅଫିସ୍ ସାମନା
ପିନ୍-୭୬୧୧୨୬ ଜିଲ୍ଲା-ଗଂଜାମ ମେଲ୍
ରାୟଗଡା ସାର୍କଲ-ବାର୍ଡ ଡେସ୍କ
ଅଫିସ୍- ରାୟଗଡା ଇଲେକ୍ଟ୍ରିକାଲ ଷ୍ଟୋର, ସିରିଗୁଡା
ପିନ୍-୭୬୫୦୦୨, ଜିଲ୍ଲା-ରାୟଗଡା
ମେଲ୍ ଆଇଡି- birddesk.rayagada@tpsouthernodisha.com
ଜୟପୁର ସାର୍କଲ-ବାର୍ଡ ଡେସ୍କକକକ୍
ସବ୍ ଡିଭିଜନ୍ ଅଫିସ ଇଲେକ୍ଟ୍ରିକାଲ ଷ୍ଟୋର ସବଡିଭିଜନ, ଓଲଡ୍ ପାୱାର ହାଉସ୍ କଲୋନି ଆଟ୍/ପୋ-ଜୟପୁର
ଆଟ୍/ପୋ-ଜୟପୁର
ଜିଲ୍ଲା- କୋରାପୁଟ ମେଲ୍ ଆଇଡି-
ପିନ୍-୭୬୪୦୦୧,
ମେଲ୍ ଆଇଡି- birddesk.jeypore@tpsouthernodisha.com