କ୍ୟାରିୟର

କାର୍ଯ୍ୟଜୀବନ@ଟିପିଏସ୍ଓଡିଏଲ୍

ଏକ ବିଶାଳ ପ୍ରତିଭାପୂର୍ଣ୍ଣ ଏବଂ ବହୁମୁଖୀ କୁଶଲତା ଯାହା ଅନୁଷ୍ଠାନର ବର୍ତ୍ତମାନ ଏବଂ ଭବିଷ୍ଯତ ଉପଯୋଗୀ ରହିବ ସେଥି ନିମନ୍ତେ ଟିପିଏସ୍ଓଡିଏଲ୍ ଦ୍ରୁଷ୍ଟି କେନ୍ଦ୍ରୀଭୂତ କରିଅଛି। ଶିଖିବାର ପ୍ରଶସ୍ତ ବ୍ୟବସ୍ଥା ଜରିଆରେ ଜଣେ ଯେପରି ନିଜର କ୍ୟାରିୟରରେ ଉନ୍ନତି କରିପାରିବ ସେଥିନିମିତ୍ତ ଆମେମାନେ ସର୍ବଦା ଚେଷ୍ଟା କରୁଅଛୁ।

ଏକ ସକ୍ଷମ କାର୍ଯ୍ୟସ୍ଥଳୀର ଆବାହନ

ଆମର ବୈଷୟିକ ଦକ୍ଷତା ଏବଂ ମାନବସମ୍ବଳକୁ ପୁଞ୍ଜି କରି ଆମର ଗ୍ରାହକମାନଙ୍କୁ ସର୍ବୋଚ୍ଚ ସନ୍ତୁଷ୍ଟି ପ୍ରଦାନ କରିବା ନିମନ୍ତେ ଆମେ ନିରନ୍ତର ଚେଷ୍ଟା ଜାରି ରଖିଛୁ। ଏହାଛଡ଼ା ବିବିଧ ବ୍ୟବସାୟିକ ପ୍ରକ୍ରିୟା ରିଇଂଜିନିୟରିଂ ମାଧ୍ୟମରେ ଆମର ହିତାଧିକାରୀ ମାନଙ୍କର ନିରାପତ୍ତା ନିଶ୍ଚିତ କରିଥାଉ

ଆମେମାନେ ବିବିଧ କର୍ମଚାରୀ କୈନ୍ଦ୍ରିକ କାର୍ଯ୍ୟ କ୍ରମ ତଥା ସାମାଜିକ ପଦକ୍ଷେପ ଜରିଆରେ ସମଗ୍ର ଅନୁଷ୍ଠାନ ରେ ରୋବଷ୍ଟ୍ ସେଫଟି କଲଚର୍ ପ୍ରମାଣିତ କରିଛୁ ଯାହା ଆମମାନଙ୍କ ପାଇଁ “ରାଜ୍ୟସ୍ତରୀୟ ଇଲେକ୍ଟ୍ରିକାଲ ସେଫଟି ଆୱାର୍ଡ ୨୦୨୧” ଆଣିଦେଇଥିଲା। ସର୍ବଦା କୁଶଳତା ଅଭିମୁଖୀ ଏବଂ ସକ୍ଷମତା ଅଭିବୃଦ୍ଧି ନିମନ୍ତେ ବିବିଧ ପଦକ୍ଷେପ ଜରିଆରେ ଆମେମାନେ ନିରବଚ୍ଛିନ୍ନ ଚେଷ୍ଟା କରୁଅଛୁ।

  • ଟ୍ରେନିଂ ପ୍ରୋଗ୍ରାମ

ଉଭୟ ଅନ୍ତର୍ଦ୍ଦେଶ ଏବଂ ବହିର୍ଦ୍ଦେଶର ସମସ୍ତ ରେଗୁଲାର କର୍ମଚାରୀ ଏବଂ ବିଏ କର୍ମଚାରୀମାନଙ୍କ ପାଇଁ ଆୟୋଜିତ ଟ୍ରେନିଂ ଗୁଡିକ ହେଲା- ନିରାପତ୍ତା, ନୂତନ ଟେକ୍ନୋଲୋଜି, କଂପ୍ୟୁଟର ଶିକ୍ଷା, ଆଚାର ବ୍ୟବହାର ଶିକ୍ଷା, ଟେକ୍ନିକାଲ୍ ଟ୍ରେନିଂ ଓ ଆଣ୍ଡ ଏମ୍, ଏସଟିଏସ୍ ଏବଂ ପିଏସ୍ଏସ୍ ମ୍ୟାନେଜମେଣ୍ଟ, ପିପିଇ ର ନିରାପଦ ବ୍ୟବହାର।

  • ସୁରକ୍ଷା ପଦକ୍ଷେପ

କର୍ମଚାରୀ, ବିଜିନେସ୍ ସହଯୋଗୀ ଏବଂ ଗ୍ରାହକମାନଙ୍କ ସୁରକ୍ଷାସ୍ଥିତି ନିର୍ଧାରଣ ନିମିତ୍ତ ଟିପିଏସ୍ଓଡିଏଲ୍ ସୁରକ୍ଷା ପ୍ରହରୀ ଆପ୍ ନିୟୋଜିତ କରିଛି। ପବ୍ଲିକ୍ ସେଫଟି ଆୱାରନେସ୍ ଗୁଡିକ ସୁରକ୍ଷା ସଚେତନ ରଥ, ସେଫଟି ଜିଂଗିଲସ୍, ସୋସିଆଲ ମିଡିଆ ପ୍ଲାଟଫର୍ମ, ଅଲ୍ ଇଣ୍ଡିଆ ରେଡିଓ ମାଧ୍ୟମରେ ସୂଚିତ କରାଯାଉଛି।

  • ପରିଚାଳନା ପରିବର୍ତ୍ତନ

ଆମେମାନେ ଆପଣେଇଥିବା ଏକ ୧୦ପି ମଡେଲ୍ “ପରିବର୍ତ୍ତନରୁ ପ୍ରଗତି”ର ମୁଖ୍ଯ ପଦକ୍ଷେପମାନ ହେଲା-ଏଥିକ୍ସ, ସେଫଟି, ପଜିଟିଭିଟି, ମୋଟିଭେସନ, ସେଲଫ୍ ବିଲିଫ୍, କଷ୍ଟମର ସର୍ଭିସ୍ ଏକ୍ସଲେନ୍ସ, ଲିଡରସିପ୍ ଭିଜନିଂ ଏବଂ ଆକ୍ସନ୍ ପ୍ଲାନିଂ।

କାର୍ଯ୍ୟଜୀବନର ଝଲକ@ଟିପିଏସ୍ଓଡିଏଲ୍

  • image
  • image
  • image
  • image
  • image
  • image

ଟିପିଏସ୍ଓଡିଏଲ୍ ର ଅଂଶ ବନନ୍ତୁ।

ଆପଣଙ୍କ ପାଖେ ଯଦି ଶିଖିବାର ଆଗ୍ରହ ରହିଛି ଏବଂ କାର୍ଯ୍ୟ କ୍ଷେତ୍ରରେ ଆସୁଥିବା ଚାଲେଞ୍ଜ ର ସାମନା କରିବାର ଦକ୍ଷତା ଅଛି ତେବେ ଟିପିଏସ୍ଓଡିଏଲ୍ ଆପଣଙ୍କ ପାଇଁ ସର୍ବଶ୍ରେଷ୍ଠ ରହିବ। ନୂତନ ଚିନ୍ତାଧାରା ନିମିତ୍ତ ସ୍ୱାଧୀନତା, ବିଭିନ୍ନ ଅନୁଷ୍ଠାନମୂଳକ କାର୍ଯ୍ୟ ଧାରା ରେ ଅଂଶଗ୍ରହଣ କରି ଜଣେ ବ୍କ୍ଷକ୍ତିଗତ ଏବଂ ଆନୁଷ୍ଠାନିକ ଉନ୍ନତି ଆଣିପାରିବ।