ଟିପିଏସ୍ଓଡିଏଲ୍ ର ନୂତନ ସଂଯୋଗ ଆପଣାନ୍ତୁ ଅନଲାଇନରେ
ମୋ ବିଦ୍ୟୁତ୍ ପୋର୍ଟାଲ ମାଧ୍ଯମରେ ଆପଣ ନୂତନ ସଂଯୋଗ ପାଇଁ ଆବେଦନ କରିପାରିବେ। ଏହି ପ୍ରଥା ଦ୍ୱାରା ଗ୍ରାହକମାନେ ଅନଲାଇନ ଆବେଦନ, ବିଲ ପୈଠ ଏବଂ ବିହୀତ ଅଭିଯୋଗ ଦାଖଲ କରିପାରିବେ। ନୂତନ କନେକ୍ସନ ର ସଂପୂର୍ଣ୍ଣ ଆବେଦନ ପ୍ରକ୍ରିୟା ଏବଂ ବିଲ ପୈଠ ରିସିପ୍ଚ ଦାଖଲ କରିବାର ୪୮ ଘଣ୍ଟା ମଧ୍ଯରେ ସିଂଗିଲ ଫେଜ ଲାଇନ ୫କିଲୋୱାଟ ସଂଯୋଗ ପ୍ରଦାନ କରାଯାଉଛି।
ନୂତନ କନେକ୍ସନ ପାଇଁ ଅନଲାଇନ୍ କାହିଁକି ଆବେଦନ କରିବେ?
ଅନଲାଇନ୍ ଆବେଦନର ପ୍ରକ୍ରିୟା ସରଳ ଏବଂ ଦ୍ରୁତ କାର୍ଯ୍ୟକ୍ଷମ। ଓଡିଶା ସରକାରଙ୍କ ପ୍ରୋଗ୍ରାମକୁ ସମର୍ଥନ କରି ଗ୍ରାହକମାନଙ୍କୁ ନିରାପତ୍ତା ଭିତ୍ତିକ ଏବଂ ଯଥାଶୀଘ୍ର ରୀତିରେ ନୂତନ ଆବେଦନ କରିଥିବା ଗ୍ରାହକମାନଙ୍କୁ ସେବାଯୋଗାଇବା ନିମିତ୍ତ, ଟିପିଏସ୍ଓଡିଏଲ୍ ଏହାର ପ୍ରକ୍ରିୟା ଗୁଡିକୁ ଡିଜିଟାଇଜ୍ କରାଇଛି।
ଟିପିଏସ୍ଓଡିଏଲ୍, ଓଡିଶାର ନୂତନ ସଂଯୋଗ ପାଇଁ କିପରି ଆବେଦନ କରିବେ?
- ଭିଜିଟ୍ କରନ୍ତୁ ଆମର ୱେବ୍ ସାଇଟ୍ https://www.tpsouthernodisha.com/
- ହୋମ୍ ପେଜ୍ ର କ୍ୱିକ୍ ଲିଂକ୍ ରେ ଥିବା ‘ଆପ୍ଲାଏ ଫର୍ ଏ ନ୍ୟୁ କନେକ୍ସନ’ ରେ କ୍ଲିକ୍ କରନ୍ତୁ କିମ୍ବା ୱେବସାଇଟର କଂଜ୍ୟୁମର ଜୋନ୍ ସେକ୍ସନ ଅନ୍ତର୍ଗତ ‘ନ୍ୟୁ କନେକ୍ସନ’ ରେ କ୍ଲିକ୍ କରନ୍ତୁ।
- ନିଜର କନେକ୍ସନ ଟାଇପ୍ ଚୟନ କରନ୍ତୁ।
- ନିର୍ଦ୍ଦିଷ୍ଟ ଓଟିପି ଯୋଗେ ନିଜର ମୋବାଇଲ ନମ୍ବରକୁ ପ୍ରଦତ୍ତ ଲିଂକରେ ପଂଜୀକୃତ କରନ୍ତୁ।
- ଟିପିଏସ୍ଓଡିଏଲ୍ ର ନୂତନ ସଂଯୋଗ ପାଇଁ ଅନଲାଇନ୍ ଆବେଦନ ପତ୍ର ପୂରଣ କରନ୍ତୁ।
- ଦରକାରୀ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ।
- ଆବେଦନ ପତ୍ର ଦାଖଲ କରନ୍ତୁ
- ଅନଲାଇନ୍ ଯୋଗେ ଆବେଦନ ପତ୍ରକୁ ଟ୍ରାକ୍/ଚିହ୍ନଟ କରନ୍ତୁ।
- ନିଜର ଘର କିମ୍ବା ଅନୁଷ୍ଠାନ ପାଇଁ ଟିପିଏସ୍ଓଡିଏଲ୍ ଇଲେକ୍ଟ୍ରିସିଟି କନେକ୍ସନ ପାଇଁ ପ୍ରଦତ୍ତ ସରଳ ପଦ୍ଧତି ଆପଣାନ୍ତୁ।
ଆପ୍ଲାଏ ଫର୍ ନ୍ୟୁ କନେକ୍ସନ’:
ଟ୍ରାକ ୟୋର କନେକ୍ସନ ଷ୍ଟାଟସ୍/ନିଜର କନେକ୍ସନ ସମ୍ବନ୍ଧୀୟ ଅନୁସନ୍ଧାନ
ବୈଧାନିକ ଧାରା
କ୍ଲିକ୍ କରନ୍ତୁ।:
କଂଜ୍ୟୁମର ପୋର୍ଟାଲରେ ରେଜିଷ୍ଟର ନିମନ୍ତେ ଭୁଲନ୍ତୁ ନାହିଁ।
ନୂତନ ସଂଯୋଗ ପାଇଁ ପ୍ରଯୁଜ୍ୟ ଫର୍ମମାନ