ପ୍ରକଳ୍ପ ନାମ-ଓଡିଏସଏସପି - ଓଡିଶା ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍ ସ୍ଟ୍ରେନ୍ଥେନିଂ ପ୍ରୋଯେକ୍ଟ
ସ୍କୋପ୍: ୩୩/୧୧ କେଭି ପିଏସ୍ଏସ୍ ଏବଂ ତାର ସନ୍ନିବେଷ୍ଟିତ ଲାଇନ୍ ର ଭିତ୍ତି ସ୍ଥାପନ କରି ଏହି ଫ୍ଲାଗସିପ୍ ଯୋଜନା ଜରିଆରେ ଓଡିଶା ସରକାର ନିଜର ପାୱାର ଡିଷ୍ଟ୍ରିବୁସନ୍ ନେଟୱର୍କ କୁ ମଜଭୁତ କରିଛନ୍ତି।
ଏହି ପ୍ରକଳ୍ପ ନୂତନ ପିଏସ୍ଏସ୍, ୩୩ କେଭି ଲାଇନ୍ ଏବଂ ୧୧କେଭି ନେଟୱର୍କ କନେକ୍ଟିଭିଟି କୁ ନେଇ ଗଠିତ।
ଏହି ପ୍ରକଳ୍ପ ର ସୁବିଧା ଗୁଡିକ ହେଲା
- ଫିଡର୍ ଲେନ୍ଥ୍ ଏବଂ ଟେକ୍ନିକାଲ୍ କ୍ଷେତ୍ରରେ କ୍ଷତି ହ୍ରାସ।
- ଉତ୍ତମ ଭୋଲଟେଜ୍ ପରିବାହୀ।
- ଟିପିଏସ୍ଓଡିଏଲ୍ ର ସଂକୀର୍ଣ୍ଣ ଅଂଚଳରେ ଭରସାଯୋଗ୍ୟ ସଂଯୋଜନା।
ନିର୍ମିତ ପିଏସ୍ଏସ୍ ର ସଂଖ୍ଯା-୯୮
ପ୍ରକଳ୍ପ ନାମ-ଆଇପିଡିଏସ୍- ଇଂଟିଗ୍ରେଟେଡ ପାୱାର ଡେଭେଲପମେଣ୍ଟ ସ୍କିମ୍
ଓଡିଶାର ଜନସଂଖ୍ୟା ବହୁଳ ସ୍ଥାନମାନଙ୍କରେ ପାୱାର ଡିଷ୍ଟ୍ରିବ୍ୟୁସନ୍ କ୍ଷେତ୍ରକୁ ମଜଭୁତ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ପ୍ରକଳ୍ପ ଟି କାର୍ଯ୍ୟ କରୁଛି।
ଏହି ପ୍ରକଳ୍ପ ସହାୟତାରେ ଜନବହୁଳ ସ୍ଥାନମାନଙ୍କରେ ଡିଷ୍ଟ୍ରିବ୍ୟୁସନ୍ ସମ୍ବନ୍ଧୀୟ ସବ୍ ଟ୍ରାନ୍ସମିସନ, ଡିଷ୍ଟ୍ରିବ୍ୟୁସନ୍ ତଥା ସୋଲାର ପ୍ୟାନେଲ, ଟ୍ରାନ୍ସମିସନ/ଡିଷ୍ଟ୍ରିବ୍ୟୁସନ୍/ ଫିଡର/କଂଜ୍ୟୁମର ମିଟରିଂ ଆଇଟି ଭିତ୍ତିକ ଡିଷ୍ଟ୍ରିବ୍ୟୁସନ୍ ସେକ୍ଟର ଅଧିକ ଶକ୍ତିଶାଳୀ ହୋଇପାରୁଛି।
ପ୍ରକଳ୍ପ ନାମ-ଡିଡିୟୁଜିଯେୱାଇ
ଏହା ଭାରତ ସରକାରଙ୍କ ଅଧୀନସ୍ଥ ଏକ ସ୍କିମ୍। ଓଡିଶାର ଗ୍ରାମୀଣ ଅଂଚଳରେ ପାୱାର ଡିଷ୍ଟ୍ରିବ୍ୟୁସନ୍ ନେଟୱର୍କ କୁ ସଶକ୍ତ କରିବା, ନୂତନ କ୍କୃଷିଭିତ୍ତିକ ଫିଡର୍ ର ନିର୍ମାଣ ଏବଂ ନିରାପତ୍ତା ବ୍ୟବସ୍ଥା ଦିଗରେ ଏହି ପ୍ରକଳ୍ପ କାର୍ଯ୍ୟରତ ରହିଛି।
ଏହି ପ୍ରକଳ୍ପ ରୁ ଲବ୍ଧ ସୁବିଧା ଗୁଡିକ ହେଲା
- ଗ୍ରାମୀଣ ଅଂଚଳରେ ପାୱାର ସପ୍ଲାଇ ର ସମୟସୀମା ବ୍ରୁଦ୍ଧି
- ପିକ୍ ଲୋଡ୍ ରେ ହ୍ରାସ
- ମିଟର ସ୍ଥିରୀକୃତ ବିଲିଂ ଉର୍ଜା ରେ ଉତ୍ଥାନ।
- ଗ୍ରାମୀଣ ଘରମାନଙ୍କୁ ବିଜୁଳି ଯୋଗାଣ।
ପ୍ରକଳ୍ପ ନାମ- କାପେକ୍ସ
ଟିପିଏସ୍ଓଡିଏଲ୍ , ବାର୍ଷିକ ତାର ଅଟକଳର ତର୍ଜମା କରି ତାକୁ ହ୍ରାସ କରିବା ପାଇଁ ଚେ଼ଷ୍ଟା କରିଥାଏ।
ଏହି ପ୍ରକଳ୍ପ ରୁ ଲବ୍ଧ ସୁବିଧା ଗୁଡିକ ହେଲା
- ଆଇଟି ଇନଫ୍ରା ନିର୍ମାଣ
- ଦୀନ ଦୟାଲ୍ ଉପାଧ୍ୟାୟ ଗ୍ରାମ୍ ଜ୍ୟୋତି ୟୋଜନା
- ଏହା ଭାରତ ସରକାରଙ୍କ ଅଧୀନସ୍ଥ ଏକ ସ୍କିମ୍। ଓଡିଶାର ଗ୍ରାମୀଣ ଅଂଚଳରେ ପାୱାର ଡିଷ୍ଟ୍ରିବ୍ୟୁସନ୍ ନେଟୱର୍କ କୁ ସଶକ୍ତ କରିବା, ନୂତନ କୃଷିଭିତ୍ତିକ ଫିଡର୍ ର ନିର୍ମାଣ ଏବଂ ନିରାପତ୍ତା ବ୍ୟବସ୍ଥା ଦିଗରେ ଏହି ପ୍ରକଳ୍ପ କାର୍ଯ୍ୟରତ ରହିଛି।
ପ୍ରକଳ୍ପ ନାମ- ଏଲିଫ୍ୟାଣ୍ଟ କୋରିଡର୍-ସ୍ଟ୍ରେନ୍ଥେନିଂ ନେଟୱର୍କ ଇନଫ୍ରାସ୍ଟ୍ରକଚର୍
ଏହି ପ୍ରକଳ୍ପ ର ସୁବିଧା ଗୁଡିକ ହେଲା
- ଗ୍ରାମୀଣ ଅଂଚଳରେ ପାୱାର ସପ୍ଲାଇ ର ସମୟସୀମା ବ୍ରୁଦ୍ଧି
- ପିକ୍ ଲୋଡ୍ ରେ ହ୍ରାସ
- ମିଟର ସ୍ଥିରୀକୃତ ବିଲିଂ ଉର୍ଜା ରେ ଉତ୍ଥାନ।
- ଗ୍ରାମୀଣ ଘରମାନଙ୍କୁ ବିଜୁଳି ଯୋଗାଣ।