ସ୍କୋପ୍: ୩୩/୧୧ କେଭି ପିଏସ୍ଏସ୍ ଏବଂ ତାର ସନ୍ନିବେଷ୍ଟିତ ଲାଇନ୍ ର ଭିତ୍ତି ସ୍ଥାପନ କରି ଏହି ଫ୍ଲାଗସିପ୍ ଯୋଜନା ଜରିଆରେ ଓଡିଶା ସରକାର ନିଜର ପାୱାର ଡିଷ୍ଟ୍ରିବୁସନ୍ ନେଟୱର୍କ କୁ ମଜଭୁତ କରିଛନ୍ତି।
ଏହି ପ୍ରକଳ୍ପ ନୂତନ ପିଏସ୍ଏସ୍, ୩୩ କେଭି ଲାଇନ୍ ଏବଂ ୧୧କେଭି ନେଟୱର୍କ କନେକ୍ଟିଭିଟି କୁ ନେଇ ଗଠିତ।
ନିର୍ମିତ ପିଏସ୍ଏସ୍ ର ସଂଖ୍ଯା-୯୮
ଓଡିଶାର ଜନସଂଖ୍ୟା ବହୁଳ ସ୍ଥାନମାନଙ୍କରେ ପାୱାର ଡିଷ୍ଟ୍ରିବ୍ୟୁସନ୍ କ୍ଷେତ୍ରକୁ ମଜଭୁତ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ପ୍ରକଳ୍ପ ଟି କାର୍ଯ୍ୟ କରୁଛି।
ଏହି ପ୍ରକଳ୍ପ ସହାୟତାରେ ଜନବହୁଳ ସ୍ଥାନମାନଙ୍କରେ ଡିଷ୍ଟ୍ରିବ୍ୟୁସନ୍ ସମ୍ବନ୍ଧୀୟ ସବ୍ ଟ୍ରାନ୍ସମିସନ, ଡିଷ୍ଟ୍ରିବ୍ୟୁସନ୍ ତଥା ସୋଲାର ପ୍ୟାନେଲ, ଟ୍ରାନ୍ସମିସନ/ଡିଷ୍ଟ୍ରିବ୍ୟୁସନ୍/ ଫିଡର/କଂଜ୍ୟୁମର ମିଟରିଂ ଆଇଟି ଭିତ୍ତିକ ଡିଷ୍ଟ୍ରିବ୍ୟୁସନ୍ ସେକ୍ଟର ଅଧିକ ଶକ୍ତିଶାଳୀ ହୋଇପାରୁଛି।
ଏହା ଭାରତ ସରକାରଙ୍କ ଅଧୀନସ୍ଥ ଏକ ସ୍କିମ୍। ଓଡିଶାର ଗ୍ରାମୀଣ ଅଂଚଳରେ ପାୱାର ଡିଷ୍ଟ୍ରିବ୍ୟୁସନ୍ ନେଟୱର୍କ କୁ ସଶକ୍ତ କରିବା, ନୂତନ କ୍କୃଷିଭିତ୍ତିକ ଫିଡର୍ ର ନିର୍ମାଣ ଏବଂ ନିରାପତ୍ତା ବ୍ୟବସ୍ଥା ଦିଗରେ ଏହି ପ୍ରକଳ୍ପ କାର୍ଯ୍ୟରତ ରହିଛି।
ଟିପିଏସ୍ଓଡିଏଲ୍ , ବାର୍ଷିକ ତାର ଅଟକଳର ତର୍ଜମା କରି ତାକୁ ହ୍ରାସ କରିବା ପାଇଁ ଚେ଼ଷ୍ଟା କରିଥାଏ।
ଏହି ପ୍ରକଳ୍ପ ର ସୁବିଧା ଗୁଡିକ ହେଲା