କର୍ପୋରେଟ

ଲବ୍ଧପ୍ରତିଷ୍ଠା ଏବଂ ସମ୍ମାନ

୨୦୨୧

image

ରାଜ୍ୟସ୍ତରୀୟ ଇଲେକ୍ଟ୍ରିକାଲ ସେଫଟି ୱିକ୍ ଆୱାର୍ଡ-୨୦୨୧ ବିଜୟୀ ଟିପିଏସ୍ଓଡିଏଲ୍

ୟୁଟିଲିଟି ବିଭାଗରେ ଇଲେକ୍ଟ୍ରିକାଲ ସେଫଟି ଆୱାର୍ଡ ୨୦୨୧ ପାଇଁ ଟିପିଏସ୍ଓଡିଏଲ୍ ବିଜେତା ଘୋଷଣା କରାଯାଇଛି।

ଦ୍ୱିତୀୟ ଜାତୀୟ ଇଲେକ୍ଟ୍ରିକାଲ ସେଫଟି ୱିକ୍ ୨୦୨୧ ଅବସରରେ ଆୟୋଜିତ ଏକ ଭର୍ଚୁଆଲ ଇଭେଣ୍ଟ ଜରିଆରେ ମାନ୍ୟବର ମନ୍ତ୍ରୀ – ଏନର୍ଜି, ଇଣ୍ଡଷ୍ଟ୍ରିଜ୍ , ଲଘୁ, କ୍ଷୁଦ୍ର, ମଧ୍ଯମ ଏଣ୍ଟରପ୍ରାଇଜ୍ , ଓଡିଶା, କପ୍ତାନ ଦିବ୍ୟଶଙ୍କର ମିଶ୍ର, ଏହି ଆୱାର୍ଡ ଘୋଷଣା କରିଛନ୍ତି।

ଇଂଜିନିୟରିଂ ଇନ୍ ଚିଫ୍(ଇଲେକ୍ଟ୍ରିକାଲ) ତଥା ପ୍ରିନସିପାଲ ଚିଫ୍ ଇଲେକ୍ଟ୍ରିକାଲ ଅଫିସରଙ୍କ ମିଳିତ ତତ୍ୱାବଧାନରେ ଓଡିଶାର ଡିଷ୍ଟ୍ରିବ୍ୟୁସନ, ଟ୍ରାନ୍ସମିସନ ଏବଂ ଜେନେରେସନକୁ ଭିତ୍ତିପୂର୍ବକ ନିରାପତ୍ତା ପାଇଁ ନିୟୋଜିତ ଉପାଦାନ ସବୁର ମୂଲ୍ୟାଙ୍କନ କରାଯାଇ ଏହି ଆୱାର୍ଡ ଘୋଷଣା କରାଯାଇଛି।