ପୁରସ୍କାର- ସ୍ୱର୍ଣ୍ଣ
ଟିମ୍ - ଏଲ୍ଟେକ୍ (ଅପରେସନ-ଏସ୍ଟିଏସ୍)
ପ୍ରକଳ୍ପ: ମଇଶ୍ଚର କଣ୍ଟ୍ରୋଲ୍ ଇନ୍ ଇନଡୋର୍ ସ୍ୱିଚଗିୟର୍
ପୁରସ୍କାର- ସ୍ୱର୍ଣ୍ଣ
ଟିମ୍- ଡେଲ୍ଟା(ଟିଏସ୍ -ଏନ୍ଇପି)
ପ୍ରକଳ୍ପ: ୩୩ କେଭି ଓ ୧୧ କେଭି ଏନ୍ଇପିରେ ଟେକ୍ନିକାଲ କ୍ଷତି ହ୍ରାସ
ପୁରସ୍କାର- ରୌପ୍ୟ
ଟିମ୍- ଜିରୋ ହାର୍ମ (ଅପରେସନ- ସେଫ୍ଟି)
ପ୍ରକଳ୍ପ: ପିଏସ୍ସି ପୋଲ ସପୋର୍ଟ ସିଷ୍ଟମ
ପୁରସ୍କାର- ସ୍ୱର୍ଣ୍ଣ
ଟିମ୍- ଧିରତ (ଅପରେସନ- ଆର୍ସିଏମ୍)
ପ୍ରକଳ୍ପ: ଆକ୍ଚୁଆଲ ବେସ୍ଡ ବିଲିଂ ଅଫ୍ ୧ Ø କଞ୍ଜ୍ୟୁମର
ପୁରସ୍କାର- ସ୍ୱର୍ଣ୍ଣ
ଟିମ୍- ୩ଏଲ୍ (ଟିଏସ୍- ପ୍ରୋଜେକ୍ଟ)
ପ୍ରକଳ୍ପ: ୩ ସ୍ତରୀୟ ସୁରକ୍ଷା ନିୟନ୍ତ୍ରଣ
ପୁରସ୍କାର- ସ୍ୱର୍ଣ୍ଣ
ଟିମ୍- ସିଏସ୍ଏସ୍ (ଟିଏସ୍-ପ୍ରୋଜେକ୍ଟ)
ପ୍ରକଳ୍ପ: କଟ୍ ଆଣ୍ଡ ଫିଲ୍ ମେଥଡ୍ ଦ୍ୱାରା ଏଚ୍ଟି କେବୁଲ ଲେୟିଂ
ପୁରସ୍କାର- ସ୍ୱର୍ଣ୍ଣ
ଟିମ୍- ଷ୍ଟୋର୍ମ ବ୍ରେକର(କମର୍ସିଆଲ-ଆରସିଏମ୍)
ପ୍ରକଳ୍ପ: ଅନଲାଇନ ମାଧ୍ୟମରେ ୩ Ø ବିଲ ଡିଷ୍ଟ୍ରିବ୍ୟୁସନ
ପୁରସ୍କାର- ସ୍ୱର୍ଣ୍ଣ
ଟିମ୍- ଏଚ୍ଇଡି(ଅପରେସନ)
ପ୍ରକଳ୍ପ: ହିଞ୍ଜିଳିକାଟୁ ମଡେଲ ଜିପି
ପୁରସ୍କାର- ସ୍ୱର୍ଣ୍ଣ
ଟିମ୍- ସର୍ଭେକ୍ଷଣ(ଆଇଟି/ଜିଆଇଏସ୍)
ପ୍ରକଳ୍ପ: ଡେଭେଲପ୍ମେଣ୍ଟ ଅଫ୍ ଇନ୍ ହାଉସ ମୋବାଇଲ ଆପ୍
ପୁରସ୍କାର- ସ୍ୱର୍ଣ୍ଣ
ଟିମ୍- ସାର୍ଥକ(କମର୍ସିଆଲ- ଆର୍ସିଏମ୍)
ପ୍ରକଳ୍ପ: ସମାଧାନ- ଉପଭୋକ୍ତାଙ୍କ ପାଇଁ ୱାନ ଷ୍ଟପ୍ ସଲ୍ୟୁସନ
ପୁରସ୍କାର- ସ୍ୱର୍ଣ୍ଣ
ଟିମ୍- ଏଆର୍ସି ୱିଜାର୍ଡ (ଅପରେସନ)
ପ୍ରକଳ୍ପ: ରାୟଗଡ଼ାରେ ଡିଟି ବିଫଳତା ହ୍ରାସ
ପୁରସ୍କାର- ସ୍ୱର୍ଣ୍ଣ
ଟିମ୍- ଏନିଗ୍ମା(ଅପରେସନ)
ପ୍ରକଳ୍ପ: ଏଲ୍ଟି ପ୍ରୋଟେକ୍ସନରେ ଏମ୍ସିସିବି ପ୍ରୟୋଗ
ଟିମ୍- ଏଚ୍ଇଡି
ପ୍ରକଳ୍ପ: ବ୍ୟବସାୟିକ କାର୍ଯ୍ୟରେ ଉନ୍ନତ ସେବା ମାଧ୍ୟମରେ ଉପଭୋକ୍ତାଙ୍କ ସନ୍ତୁଷ୍ଟି ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ
ଟିମ୍- ସାର୍ଥକ
ପ୍ରକଳ୍ପ: ସମାଧାନ- ଉପଭୋକ୍ତାଙ୍କ ପାଇଁ ୱାନ ଷ୍ଟପ୍ ସଲ୍ୟୁସନ
ଟିମ୍- ସର୍ଭେକ୍ଷଣ
ପ୍ରକଳ୍ପ: ସର୍ଭେ କରିବା ପାଇଁ ସମ୍ପୂର୍ଣ୍ଣ ରୂପେ ବିକଶିତ ଆପ୍ଳିକେସନ ଓ ୱେବ ପୋର୍ଟାଲ
ଟିମ୍- ଏନିଗ୍ମା
ପ୍ରକଳ୍ପ: ଏଲ୍ଟି ପ୍ରୋଟେକ୍ସନରେ ଏମ୍ସିସିବି ବ୍ୟବହାର କରି ବ୍ରହ୍ମପୁର ସହରରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ଅଧିକ ଭରସାଯୋଗ୍ୟ କରିବା
ଟିମ୍- ୩ଏଲ୍
ପ୍ରକଳ୍ପ: ଟିପିଏସ୍ଓଡିଏଲ୍ ୩ ସ୍ତରୀୟ ସୁରକ୍ଷା ନିୟନ୍ତ୍ରଣ
ଟିମ୍- ଷ୍ଟୋର୍ମ ବ୍ରେକର
ପ୍ରକଳ୍ପ: ଅନଲାଇନ ମାଧ୍ୟମରେ ୩ Ø ବିଲ ଡିଷ୍ଟ୍ରିବ୍ୟୁସନ ସେବାରେ ଉନ୍ନତି
ଟିମ୍- ଏଆର୍ସି ୱିଜାର୍ଡ
ପ୍ରକଳ୍ପ: ଡିଟି ବିଫଳତାରେ ହ୍ରାସ
ଟିମ୍- ଧିରତ
ପ୍ରକଳ୍ପ: ସାଇଟ ଭେରିଫିକେସନ ୱେବ ଆପ୍ଳିକେସନ ମାଧ୍ୟମରେ ୧ Ø ଉପଭୋକ୍ତାଙ୍କ ଆକ୍ଚୁଆଲ ବେସ୍ଡ ବିଲିଂ ରେ ଉନ୍ନତି
ପୁରସ୍କାର- ସ୍ୱର୍ଣ୍ଣ
ପ୍ରକଳ୍ପ: ରକ୍ଷଣାବେକ୍ଷଣ ମୁକ୍ତ ଆର୍ଥିଂ ବ୍ୟବସ୍ଥାର ପ୍ରଚଳନ
ପୁରସ୍କାର- ସ୍ୱର୍ଣ୍ଣ
ପ୍ରକଳ୍ପ: ଇନ୍ଡୋର ପ୍ୟାନେଲ ୟୁନିଟରେ ଆର୍ଦ୍ରତା ଯୋଗୁଁ ପିଏସ୍ଏସ୍ରେ ହେଉଥିବା ବିଦ୍ୟୁତ କାଟକୁ ହ୍ରାସ କରିବା
ପ୍ରକଳ୍ପ: ପୋଲ ମାଉଣ୍ଟେଡ୍ ଅଟୋ ଭୋଲ୍ଟେଜ ଡିଟେକ୍ସନ ଡିଭାଇସ୍
ପୁରସ୍କାର- ରୌପ୍ୟ
ବିଭାଗ- (ଅପରେସନ- ସେଫ୍ଟି)
ପ୍ରକଳ୍ପ: ପ୍ରେସ ଫିଟ୍ ଫ୍ୟୁଜ- ଏଚ୍ଜି ଫ୍ୟୁଜ ରିପ୍ଳେସମେଣ୍ଟ ଟୁଲ
ପୁରସ୍କାର- ସ୍ୱର୍ଣ୍ଣ
ବିଭାଗ- (କମର୍ସିଆଲ- ଆର୍ସିଏମ)
ପ୍ରକଳ୍ପ: ଏମ୍ଆର୍ଆଇ ଟୁଲ ବ୍ୟବହାର କରି ୩ Ø ବିଲିଂରେ ଉନ୍ନତି
ପୁରସ୍କାର- ସ୍ୱର୍ଣ୍ଣ
ବିଭାଗ- (କମର୍ସିଆଲ- ଆର୍ସିଏମ)
ପ୍ରକଳ୍ପ: ଅପ୍ଟିକାଲ କାରାକ୍ଟର ଚିହ୍ନଟ ଟେକ୍ଲୋଲୋଜି ଦ୍ୱାରା ଏନର୍ଜି ମିଟର ରିଡିଂ
ପୁରସ୍କାର- ସ୍ୱର୍ଣ୍ଣ
ବିଭାଗ- (ଅପରେସନ- ସେଫ୍ଟି)
ପ୍ରକଳ୍ପ: ଭ୍ରାମ୍ୟମାଣ ଅଗ୍ନି ନିର୍ବାପନ କେୟାର ୟୁନିଟ
ପୁରସ୍କାର- ସ୍ୱର୍ଣ୍ଣ
ବିଭାଗ- (ଅପରେସନ- ପିଏସ୍ସିସି)
ପ୍ରକଳ୍ପ: ସଠିକ ଏମ୍ଏଆଇଏଫ୍ଆଇ ପାରାମିଟର ଗଣନା ଏବଂ ସୁରକ୍ଷା କବଚ ୨.୦ ଆପ୍ଲିକେସନରେ ଡାଟା କ୍ୟାପ୍ଚରିଂ ମେକାନିଜିମରେ ଗୁଣାତ୍ମକ ଉନ୍ନତି
ପୁରସ୍କାର- ସ୍ୱର୍ଣ୍ଣ
ବିଭାଗ- (ଅପରେସନ- ସେଫ୍ଟି)
ପ୍ରକଳ୍ପ: ବିତରଣ ବ୍ୟବସ୍ଥାରେ ସୁରକ୍ଷିତ କାର୍ଯ୍ୟ ଅଭ୍ୟାସକୁ ଦୃଢ କରିବା ପାଇଁ ଏଆଇଏମ୍ଏଲ୍ ପ୍ଳାଟଫର୍ମ ଦ୍ୱାରା ଗ୍ରାମାଞ୍ଚଳରେ ସୁରକ୍ଷା ମନିଟରିଂ ଓ ସୁପରଭିଜନ
ପୁରସ୍କାର- ରୌପ୍ୟ
ବିଭାଗ- ସ୍କାଡା
ପ୍ରକଳ୍ପ: ଉପଲବ୍ଧ ଆର୍ଟିୟୁ ଗୁଡିକର ଇଣ୍ଟରଅପରେବିଲିଟି ଓ କଷ୍ଟମାଇଜେସନ
ପୁରସ୍କାର- ସ୍ୱର୍ଣ୍ଣ
ବିଭାଗ- ଅପରେସନ-ଡିଓଏସ୍
ପ୍ରକଳ୍ପ: ସାଇଟ ଭେରିଫିକେସନ ୱେବ ଆପ୍ଳିକେସନ ମାଧ୍ୟମରେ ୧ Ø ଉପଭୋକ୍ତାଙ୍କ ଆକ୍ଚୁଆଲ ବେସ୍ଡ ବିଲିଂ ରେ ଉନ୍ନତି
ପୁରସ୍କାର- ସ୍ୱର୍ଣ୍ଣ
ବିଭାଗ- ଅପରେସନ- ଏସ୍ଟିଏସ୍
ପ୍ରକଳ୍ପ: ପିଜି କ୍ଳାମ୍ପ ବଦଳରେ ୱେଜ୍ କଲେକ୍ଟର ବ୍ୟବହାର କରି ଓଭରହିଟିଂ ଓ ଟ୍ରାନଜିଏଣ୍ଟ ଟ୍ରିପଲିଂ ଯୋଗୁଁ ହେଉଥିବା ଟେକ୍ଲିକାଲ କ୍ଷତି ହ୍ରାସ
ପୁରସ୍କାର- ରୌପ୍ୟ
ବିଭାଗ- ଅଟୋମେସନ- ସ୍କାଡା
ପ୍ରକଳ୍ପ: ଇନ-ହାଉସ ଡେଭେଲପମେଣ୍ଟ ଅଫ୍ କରଣ୍ଟ ବାଲାନ୍ସର
ପୁରସ୍କାର- ସ୍ୱର୍ଣ୍ଣ
ବିଭାଗ- ଅପରେସନ-ଡିଓଏସ୍
ପ୍ରକଳ୍ପ: ସାଇଟ ଭେରିଫିକେସନ ୱେବ ଆପ୍ଳିକେସନ ମାଧ୍ୟମରେ ୧ Ø ଉପଭୋକ୍ତାଙ୍କ ଆକ୍ଚୁଆଲ ବେସ୍ଡ ବିଲିଂ ରେ ଉନ୍ନତି
ପୁରସ୍କାର- ସ୍ୱର୍ଣ୍ଣ
ବିଭାଗ- ଅପରେସନ-ଡିଓଏସ୍
ପ୍ରକଳ୍ପ: ଏଚ୍ଟି ଲାଇନର ଟି-ଅଫ୍ / କଟ୍ ପଏଣ୍ଟରେ ଡିଡି ଫ୍ୟୁଜ ସ୍ଥାପନ
ପୁରସ୍କାର- ରୌପ୍ୟ
ବିଭାଗ- (ଏନ୍ଇପି ଓ ଟେକ୍ନୋଲୋଜି- ଜିଆଇଏସ୍)
ପ୍ରକଳ୍ପ: ନେଟୱର୍କ ଲୋଡ ଫ୍ଲୋ ସଫ୍ଟୱେର ସହ ଜିଆଇଏସ୍ ସିଷ୍ଟମ ଏକୀକରଣ
ବିଭାଗ- ଅପରେସନ- ଡିଓଏସ୍
ପ୍ରକଳ୍ପ: ଟିପିଏସ୍ଓଡିଏଲ୍ ୱର୍କସପ୍ରେ ଟ୍ରାନ୍ସଫର୍ମରର ଇନହାଉସ ମରାମତି
ବିଭାଗ- କମର୍ସିଆଲ - ଆରସିଏମ୍
ପ୍ରକଳ୍ପ: ସମୟାନୁସାରେ ରେଭେନ୍ୟୁ ସଂଗ୍ରହ ଓ ୧ Ø ଉପଭୋକ୍ତାଙ୍କ ପ୍ରୋଭିଜିନାଲ ବିଲିଂ ୧୦%କୁ ହ୍ରାସ
ବିଭାଗ- ଟିଏସ୍- ପ୍ରୋଜେକ୍ଟ
ପ୍ରକଳ୍ପ: ସର୍ବସାଧାରଣ ସ୍ଥାନ ଏବଂ ରାସ୍ତାପାର୍ଶ୍ବରେ ଏଚ୍ଟି କେବୁଲ ଲେୟିଂ ମେଥଡରେ ଉନ୍ନତି
ବିଭାଗ- ଏନ୍ଇପି
ପ୍ରକଳ୍ପ: ବାତ୍ୟା ପ୍ରତିରୋଧୀ ଭିତ୍ତିଭୂମି ଏବଂ ବିଦ୍ୟୁତ ଯୋଗାଣର ଗୁଣାତ୍ମକ ମାନରେ ଉନ୍ନତି
ୟୁଟିଲିଟି ବିଭାଗରେ ଇଲେକ୍ଟ୍ରିକାଲ ସେଫଟି ଆୱାର୍ଡ ୨୦୨୧ ପାଇଁ ଟିପିଏସ୍ଓଡିଏଲ୍ ବିଜେତା ଘୋଷଣା କରାଯାଇଛି।
ଦ୍ୱିତୀୟ ଜାତୀୟ ଇଲେକ୍ଟ୍ରିକାଲ ସେଫଟି ୱିକ୍ ୨୦୨୧ ଅବସରରେ ଆୟୋଜିତ ଏକ ଭର୍ଚୁଆଲ ଇଭେଣ୍ଟ ଜରିଆରେ ମାନ୍ୟବର ମନ୍ତ୍ରୀ – ଏନର୍ଜି, ଇଣ୍ଡଷ୍ଟ୍ରିଜ୍ , ଲଘୁ, କ୍ଷୁଦ୍ର, ମଧ୍ଯମ ଏଣ୍ଟରପ୍ରାଇଜ୍ , ଓଡିଶା, କପ୍ତାନ ଦିବ୍ୟଶଙ୍କର ମିଶ୍ର, ଏହି ଆୱାର୍ଡ ଘୋଷଣା କରିଛନ୍ତି।
ଇଂଜିନିୟରିଂ ଇନ୍ ଚିଫ୍(ଇଲେକ୍ଟ୍ରିକାଲ) ତଥା ପ୍ରିନସିପାଲ ଚିଫ୍ ଇଲେକ୍ଟ୍ରିକାଲ ଅଫିସରଙ୍କ ମିଳିତ ତତ୍ୱାବଧାନରେ ଓଡିଶାର ଡିଷ୍ଟ୍ରିବ୍ୟୁସନ, ଟ୍ରାନ୍ସମିସନ ଏବଂ ଜେନେରେସନକୁ ଭିତ୍ତିପୂର୍ବକ ନିରାପତ୍ତା ପାଇଁ ନିୟୋଜିତ ଉପାଦାନ ସବୁର ମୂଲ୍ୟାଙ୍କନ କରାଯାଇ ଏହି ଆୱାର୍ଡ ଘୋଷଣା କରାଯାଇଛି।