କର୍ପୋରେଟ

ଅନୁଶୀଳନ

ଭାରତର ବୃହତ୍ତମ ଇଣ୍ଟିଗ୍ରେଟେଡ ପାୱାର କଂପାନୀ ସହିତ ସଂଯୋଜିତ ହୁଅନ୍ତୁ।

ଟିପି ଦକ୍ଷିଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସ୍ଓଡିଏଲ୍), ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଏକ ମିଳିତ ଉଦ୍ୟୋଗ, ମୁଖ୍ୟଭାଗ ସେୟାର ୫୧ ପ୍ରତିଶତ ସହ ଟାଟା ପାୱାର ଅଗ୍ରଣୀ। ଦୀର୍ଘ ଅନୁଭୂତିସଂପର୍ଣ୍ଣ ଟାଟା ପାୱାର, ମୁମ୍ବାଇ,ଦିଲ୍ଲୀ, ଆଜମେର ସହିତ ବିଗତ ୧୭ ବର୍ଷକାଳ ଦିଲ୍ଲୀରେ ସେବାଯୋଗାଇ କୀର୍ତ୍ତିମାନ ସ୍ଥାପନ କରିଛି ତତ୍ ସହ ୨୦୦୨ ରୁ କ୍ଷତିର ପରିସଂଖ୍ୟାନ ୫୩ ପ୍ରତିଶତରୁ ହ୍ରାସ ଘଟାଇ ୨୦୧୯ ମାର୍ଚ୍ଚ ସୁଦ୍ଧା ହାରାହାରି ୭.୩୩ ପ୍ରତିଶତରେ ପହଞ୍ଚିାଇଛି।

ଆମ ବିସ୍ତାରଣ ଜଡିତ ସଂଯୋଜ୍ୟ

ସେବାଯୁକ୍ତ ଉପଭୋକ୍ତା-୯୪.୩୮ ଲକ୍ଷ ଉପଭୋକ୍ତା କେନ୍ଦ୍ର -୨୩.୬୯ ଲକ୍ଷ ବିସ୍ତାରିତ କ୍ଷେତ୍ରଫଳ- ୪୮,୭୫୧ ବର୍ଗ କିମି

ବର୍ତ୍ତମାନର ୨୩.୬୯ ଲକ୍ଷ ଉପଭୋକ୍ତା କେନ୍ଦ୍ର ଜଡିତ ୯୪.୩୮ ଉପଭୋକ୍ତାଙ୍କୁ ୪୮,୭୫୧ ବର୍ଗ କିମି ବିସ୍ତାରିତ କ୍ଷେତ୍ରଫଳ ଯୋଗେ ସଂଯୋଜିତ କରି ଟିପିଏସ୍ଓଡିଏଲ୍, ପାୱାର ଡିଷ୍ଟ୍ରିବ୍ୟୁସନ କ୍ଷେତ୍ରରେ ଓଡିଶାରେ କର୍ଣ୍ଣଧାର ହୋଇପାରିଛି।

ନିରନ୍ତର ସେବାଯୋଗାଣ, ଗ୍ରାହକସେବାର ଅଭିବୃଦ୍ଧି ନିମନ୍ତେ ଟିପିଏସ୍ଓଡିଏଲ୍ ଦ୍ରୁଢ ପରିକର।

ଉପଭୋକ୍ତା ପରିଚର୍ଯ୍ୟା : ମୁଖ୍ଯ ଉପାଦାନ ଟିପି ଦକ୍ଷିଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସ୍ଓଡିଏଲ୍)ର ଲକ୍ଷ୍ୟ ବିଶ୍ୱସନୀୟ ନିରନ୍ତର ସେବାଯୋଗାଣ,ଗ୍ରାହକସେବାର ଅଭିବୃଦ୍ଧି ଏବଂ ଚଳିତ ଏଟି&ସି କ୍ଷତିକୁ ଏକ ବ୍ୟବସ୍ଥିତ ଉପାୟରେ ହ୍ରାସ ଘଟାଇବା। ଆମେମାନେ କ୍ରମାଗତ ଭାବରେ ଚଳିତ ପାୱାର ଡିଷ୍ଟ୍ରିବ୍ୟୁସନ ଅନୁଷ୍ଠାନ ର ମୌଳିକ ଅଭିବୃଦ୍ଧି, ନୂତନ ପ୍ରଯୁକ୍ତିବିଦ୍ୟା ଆପଣେଇବା ତଥା ଡିଜିଟାଲ ସେବାର ବନ୍ଦୋବସ୍ତ ଯୋଗେ ଗ୍ରାହକମାନଙ୍କ ସହିତ ସଂଯୋଜିତ ହୋଇଛୁ। ଟିପିଏସଓଡ଼ିଏଲ କଲ୍ ସେଣ୍ଟର ,ଗ୍ରାହକ ସେବା କେନ୍ଦ୍ର ତଥା ଡିଜିଟାଲ ପେମେଂଟ ଓ ଯୋଗାଯୋଗ ସେବା ଆରମ୍ଭ କରି ତଥା ଉପଭୋକ୍ତା କୈନ୍ଦ୍ରିକ ପଦକ୍ଷେପ ଯୋଗେ ସମସ୍ତ କ୍ଷେତ୍ରରେ ଗ୍ରାହକ ସେବାକୁ ଗୁଣାତ୍ମକ କରିଅଛି ।

ବ୍ୟବସାୟିକ ସ୍ଥିତି ଏକକ

ବ୍ୟବସାୟିକ ସ୍ଥିତି ଏକକ ମୂଲ୍ୟାୟନ
ମୋଟ ଶକ୍ତି ନିବେଶ (ଏମ୍ ୟୁ) ୨୦୨୦-୨୧ ୩୫୯୯.୨୯
ସମୂଳ ଟେକ୍ନିକାଲ ଆଣ୍ଡ୍ ବ୍ୟବସାୟିକ କ୍ଷତି(%) ୩୧.୩.୨୦୨୧ ପର୍ଯ୍ୟନ୍ତ ୩୦.୦୩%
୩୩କେଭି ଲାଇନ୍ସ ୨୮.୦୨.୨୦୨୨ ପର୍ଯ୍ୟନ୍ତ ୩,୮୪୪ ସିକେଏମ୍
୧୧ କେଭି ଲାଇନ୍ସ ୨୮.୦୨.୨୦୨୨ ପର୍ଯ୍ୟନ୍ତ ୪୨,୬୯୪ ସିକେଏମ୍
ଲୋ ଟେନସନ ଲାଇନ୍ସ ୨୮.୦୨.୨୦୨୨ ପର୍ଯ୍ୟନ୍ତ ୩୯,୧୬୬ ସିକେଏମ୍

ଟାଟା ପାୱାର

ଟାଟା ପାୱାର ଭାରତର ବୃହତ୍ତମ ଇଣ୍ଟିଗ୍ରେଟେଡ ପାୱାର କଂପାନି ଯାହା ବିଶ୍ୱ ମାନଚିତ୍ରରେ ସ୍ଥାପିତ। ସବସିଡାଏରୀ ଏବଂ ମିଳିତ ନିୟନ୍ତ୍ରିତ ସ୍ୱତନ୍ତ୍ରତା ସହିତ ୧୦,୬୧୩ ମେଗାୱାଟ୍ ର ଗ୍ରସ୍ ଜେନେରେସନ କାପାସିଟି ସ୍ଥାପନ କରିବା ସହିତ ଅନ୍ୟାନ୍ୟ ପାୱାର ସେକ୍ଟର ସେଗମେଣ୍ଟ ଯେପରିକି ଫୁଏଲ୍ ସୁରକ୍ଷା & ଲଜିଷ୍ଟିକସ୍, ଉତ୍ପାଦ( ଥର୍ମାଲ , ଜଳଜ, ସୌର, ବାୟୁ), ଚଳନ, ବିତରଣ, ବ୍ୟବସାୟକରଣ କ୍ଷେତ୍ରରେ ଅଗ୍ରଣୀ।

ଉତ୍ପାଦନ ,ଟ୍ରାନ୍ସମିଶନ, ବିତରଣ କ୍ଷେତ୍ରରେ ଏହା ଏକ ସଫଳମଣ୍ଡିତ ପବ୍ଲିକ-ପ୍ରାଇଭେଟ୍ ପାର୍ଟନରସିପ ନାମ ଯେପରିକି ଦିଲ୍ଲୀ ବିଦ୍ୟୁତ୍ ବୋର୍ଡ- ଉତ୍ତର ଦିଲ୍ଲୀରେ ବିତରଣ ନିମନ୍ତେ,ପାୱାର ଲିଂକ୍ ଟ୍ରାନ୍ସମିସନ ଏଲ୍ ଟି ଡି ସହିତ ପାୱାର ଗ୍ରୀଡ୍ କର୍ପୋରେସନ ଅଫ୍ ଇଣ୍ଡିଆ ଏଲ ଟି ଡି ମିଳିତ ସହଯୋଗରେ ଭୂଟାନର ଟାଲା ହାଇଡ୍ରୋ ପ୍ଲାଣ୍ଟ ରୁ ନିଷ୍କାସିତ, ଦିଲ୍ଲୀ ଏବଂ ମୈଥନ୍ ଏଲ୍ ଟି ଡି ଏବଂ ଦାମୋଦର ଭ୍ୟାଲି କର୍ପୋରେସନ ମିଳିତରୂପେ ଝାଡଖଣ୍ଡଠାରେ ୧୦୫୦ ମେଗାୱାଟ ପାୱାର ବିଶିଷ୍ଟ ପ୍ରୋଯେକ୍ଚ ସ୍ଥାପନ କରୁଛନ୍ତି।ଟାଟା ପାୱାର ଦେଶର ୨୬ ଲକ୍ଷ ବିଚରଣକାରୀ (ଦିଲ୍ଲୀ, ମୁମ୍ବାଇ, ଆଜମେର) ସେବା ଯୋଗାଇବା ସହିତ ସୁପର୍- କ୍ରିଟିକାଲ ଟେକ୍ନୋଲୋଜି ଜରିଆରେ ଦେଶର ସର୍ବପ୍ରଥମ ୪୦୦୦ ଅଲଟ୍ରା ମେଗା ପାୱାର ପ୍ରକଳ୍ପ ମୁଣ୍ଡ୍ରା(ଗୁଜୁରାଟ) ଠାରେ କାର୍ଯଶୀଳ ରହିଛି।