କର୍ପୋରେଟ

ନବୀକରଣର ଯାତ୍ରା

ନବୀକରଣର ଯାତ୍ରା

ଉପଭୋକ୍ତା-କୈନ୍ଦ୍ରିକ ଏବଂ ଲକ୍ଷ୍ୟ ପୂର୍ଣ୍ଣ ପଦକ୍ଷେପ ଦ୍ୱାରା କେବଳ ଏକବର୍ଷ କାର୍ଯ୍ୟକାଳ ମଧ୍ୟରେ ଟିପିଏସଓଡିଏଲ୍ ଅନୁରୂପ ବ୍ୟବସାୟିକ ଟର୍ଣ୍ଣ ଆରାଉଣ୍ଡ ବ୍ୟବସାୟିକ ସଫଳତା ହାସଲ କରିଛି ।ଅନୁଷ୍ଠାନମାନଙ୍କରେ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଧାନ୍ୟ,ଗ୍ରାହକ ସେବାଯୋଗାଣ କ୍ଷେତ୍ରରେ ବିହୀତ ପଦକ୍ଷେପ ତଥା ଟେକ୍ନିକାଲ୍ ଅପଗ୍ରେଡେସନ-ଓଡିଶାର ବିତରଣ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଆଗାମୀ ଦିନର ପରବର୍ତ୍ତୀ ପର୍ଯ୍ୟାୟର ପରିବର୍ଦ୍ଧିଶୀଳ ପ୍ରତିଷ୍ଠା ନିମନ୍ତେ ନବୀକରଣଯୁକ୍ତ ପରିବେଶ ଏବଂ ପ୍ରୟୋଜନୀୟ ପଦକ୍ଷେପର ଆବଶ୍ୟକତା ରହିଛି। ଏଥିନିମନ୍ତେ ଏଣ୍ଟିଟି ପର୍ଯାୟର ଟି&ଡି କ୍ଲଷ୍ଟର୍ ଇନୋଭେସନ୍ କାଉନସିଲ ଯାହା ଏକ ଆନୁଷ୍ଠାନିକ ପର୍ଯ୍ୟାୟର ଇନୋଭେସନ୍ କାଉନସିଲ, ପ୍ରତିଷ୍ଠା କରାଯାଇଛି।

ଇନୋଭେସନ୍ କାଉନସିଲ ଜରିଆରେ ବିଭିନ୍ନ ବିଭାଗ କର୍ମଚାରୀମାନଙ୍କ ମିଳିତ ସହଯୋଗରେ ନୂତନ ଏବଂ ଅନନ୍ୟ ପ୍ରଡକ୍ଚ,ପ୍ରୋସେସ୍, ବିଜିନେସ୍ ମଡେଲ ତଥା ସେବାଗୁଡିକୁ ଆନୁଷ୍ଠାନିକ କରାଯାଉଛି।

ଇନୋଭେସନ୍ କାଉନସିଲର ମୁଖ୍ୟ ଲକ୍ଷ୍ୟ, “ ନବୀକରଣ ଜରିଆରେ ଏଟି&ସିର ଦ୍ରୁଷ୍ଟାନ୍ତମୂଳକଭାବେ କ୍ଷତିହ୍ରାସ ଏବଂ ଡିଜିଟାଲ ନବୀକରଣ ଯୋଗେ ଆନୁଷ୍ଠାନିକ ରୂପାନ୍ତରଣ।”

ଭବିଷ୍ୟମୁଖୀ ଚୂଡାନ୍ତଗୁଡିକୁ ଅନୁଶୀଳନ କରି ଓଡିଶାରେ ସଫଳ ବ୍ୟବସାୟ ପାଇଁ ନିମ୍ନଲିଖିତ ବିଶିଷ୍ଟତା ଭିତ୍ତିକ ତଥ୍ୟ ଯାହା ଇନୋଭେସନ୍ କାଉନସିଲ ସହ ପର୍ଯ୍ୟାଲୋଚନା ଦ୍ୱାରା ବିବିଧ ଆଇଡିଆ, ଷ୍ଟ୍ରାଟେଜି ତଥା ପ୍ରୋଜେକ୍ଟ ବିକାଶ କରାଯାଉଛି।

  • ମିଟର ରିଡିଂ, ବିଲିଂ, ଆଦାୟ( ଏମବିସି ଗ୍ରାମୀଣ ଉପଭୋକ୍ତା)
  • ବିଶ୍ୱସନୀୟ ଓ ଶକ୍ତ ଭିତ୍ତିଭୂମି
  • ଗ୍ରାହକ ସେବା କେନ୍ଦ୍ର
  • ଦେୟ ଅନୁକୂଳତା
  • ଟେକ୍ନୋଲୋଜି ସଲ୍ୟୁସନ୍

ଟିପିଏସଓଡିଏଲ୍ ଇନୋଭେସନ୍ କାଉନସିଲର ମୁଖ୍ୟ ନବୀକରଣ ପ୍ରୋଜେକ୍ଟ, ଟ୍ରାନ୍ସମିଶନ ଓ ବିତରଣ କ୍ଲଷ୍ଟର କାଉନସିଲର ତତ୍ୱାବଧାନରେ ତଦାରଖ ଏବଂ ମୂଲ୍ୟାଙ୍କନ କରାଯାଏ

ଟିପିଏସଓଡିଏଲ୍ ଇନୋଭେସନ୍ କାଉନସିଲର ମୁଖ୍ୟ ନବୀକରଣ ପ୍ରୋଜେକ୍ଟ, ଟ୍ରାନ୍ସମିଶନ ଓ ବିତରଣ କ୍ଲଷ୍ଟର କାଉନସିଲର ତତ୍ୱାବଧାନରେ ତଦାରଖ ଏବଂ ମୂଲ୍ୟାଙ୍କନ କରାଯାଏ। ପଂକ୍ସନାଲ୍ ଇନୋଭେସନ୍ କାଉନସିଲ ସ୍ରୁଷ୍ଟି ହେଉଥିବା ଫଂକ୍ସନାଲ୍ ଚ୍ୟାଲେଞ୍ଜଗୁଡିକୁ ତନଖି କରି ତଦନୁଯାଇ କଷ୍ଟ୍ ଅପ୍ଟିମାଇଜେସନ୍, ସେଫ୍ଟି ସୁପ୍ରିମାସି, ରିଲାଏବିଲିଟି, ମିଟର ରିଡିଂ, ବିଲିଂ, ଆଦାୟ କ୍ଷେତ୍ରରେ ଗ୍ରାମାଞ୍ଚଳରେ ନୂତନ ଆଇଡିଆକୁ ଆହ୍ବାନ ଦେଇଥାଏ। ଦ୍ୱିମାସିକ ଭିତ୍ତିରେ ଇନୋଭେସନ୍ କୋର କମିଟି ସଭ୍ୟ ମାନଙ୍କ ଦ୍ୱାରା ଫଂକ୍ସନାଲ୍ ଇନୋଭେସନ୍ କାଉନସିଲର ତର୍ଜମା କରାଯାଇଥାଏ।