ଉପଭୋକ୍ତା କେନ୍ଦ୍ର

ବିଲ୍ ପୈଠ

ଟିପିଏସ୍ଓଡିଏଲ୍ ବିଜୁଳି ବିଲ୍ ଅନଲାଇନ୍ ପୈଠ କରନ୍ତୁ।

ଏହା ସରଳ ଏବଂ ଦ୍ରୁତ

ବିଜୁଳି ବିଲ୍ ପୈଠ କରିବା ଏବେ ଖୁବ୍ ସହଜ। ଟିପିଏସ୍ଓଡିଏଲ୍ ଦ୍ୱାରା ନିୟୋଜିତ ଅନଲାଇନ୍ ବିଲ ପୈଠ ପୋର୍ଟାଲ ଜରିଆରେ ଗ୍ରାହକମାନେ ନିଜର ମାସିକ ବିଜୁଳି ବିଲ୍ ନିଜର ଚାହିଦା ମୁତାବକ ଘରେ ବସି ପୈଠ କରିପାରିବେ। ଏହା ଅନଲାଇନ୍, ସହଜଏବଂ ଦ୍ରୁତ।

ଗ୍ରାହକମାନଙ୍କର ନିରାପତ୍ତା ଏବଂ ସୁବିଧାକୁ ଦ୍ରୁଷ୍ଟିରେ ରଖି ଟିପିଏସ୍ଓଡିଏଲ୍ ଦ୍ୱାରା ନିୟୋଜିତ ଅନଲାଇନ୍ ପୋର୍ଟାଲରେ କେବଳ ନିଜର ୧୨ ଅଂକବିଶିଷ୍ଟ କଂଜ୍ୟୁମର ନମ୍ବର ଦାଖଲ କରି ଆପଣ ନିଜର ବିଲ୍ ପୈଠ, ତଦାରଖ ଏବଂ ଛପାଇପାରିବେ। ଆଗକୁ ବଢିବା ନିମନ୍ତେ ନିମ୍ନଲିଖିତ ଲିଂକରେ

ଅନଲାଇନ୍ ବିଲ୍ ପୈଠ ପାଇଁ ହେଉଥିବା କୌଣସି ଅସୁବିଧା ସକାଶେ ଯୋଗାଯୋଗ କରନ୍ତୁ।

customercare@tpsouthernodisha.com